ନ୍ୟୁଜ୍ ସରକାରୀ ଗୃହକୁ ବେଆଇନ ଅକ୍ତିଆର କରିଥିବା ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାମରେ ଏତଲା 02 Mar, 2023 7 mins read 338 views ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନେହୁରୁ ନଗରରେ ରହିଥିବା ରାଜୀବ ଆବାସ ଯୋଜନାର ‘କେ’ ବ୍ଳକକୁ ନେଇ ପୁଣି ଉଠିଛି ବିବାଦ ।