Loading...

ହସପିଟାଲରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ହସପିଟାଲରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ

ସଂଗୀତ ଜଗତକୁ ଅସଂଖ୍ୟ ମନଛୁଆଁ ଓ ଭାବପୂର୍ଣ୍ଣ ସଂଗୀତରେ ସମୃଦ୍ଧିଶାଳୀ କରିଛନ୍ତି ସଂଗୀତ ଜଗତର ଦିଗ୍‌ଗଜ ପ୍ରଣବ ପଟ୍ଟନାୟକ | ମାଝିରେ… ହେଉ ଅବା ‘ଇନ୍ଦ୍ରଧନୁର ସପ୍ତରଙ୍ଗ…। ‘