Loading...

ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ କହିଲେ ମନୋଜ ମିଶ୍ର

ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ କହିଲେ ମନୋଜ ମିଶ୍ର

ଯେହେତୁ ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଲେ ବିବାଦୀୟ ଅଭିନେତା ମନୋଜ ମିଶ୍ର।

ଓଡିଶାରେ ଥମିବାର ନାଁ ଧରୁନି କଳାକାରଙ୍କ କଳି, ରାମ ପରେ ଏବେ ଝାରସୁଗୁଡାରେ ସ୍ଵରାଜଙ୍କ ଅଭିନୀତି ପ୍ରଥା ଫିଲ୍ମକୁ ବିରୋଧ

ଓଡିଶାରେ ଥମିବାର ନାଁ ଧରୁନି କଳାକାରଙ୍କ କଳି, ରାମ ପରେ ଏବେ ଝାରସୁଗୁଡାରେ ସ୍ଵରାଜଙ୍କ ଅଭିନୀତି ପ୍ରଥା ଫିଲ୍ମକୁ ବିରୋଧ

ଗତକାଲି ଅର୍ଥାତ ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବେନର ଚିରି ଦେଇଥିଲେ ।