Tag : prawn curd curry

Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro
ଆବଶ୍ୟକୀୟ ସାମଗ୍ରୀ ଚିଙ୍ଗୁଡ଼ି, ବସାଦହି, ସୋରିଷ, ରସୁଣ, ଲଙ୍କା ଆବଶ୍ୟକ ଅନୁଯାୟୀ ଲୁଣ, ହଳଦୀ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା  ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ,