Entertainment

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

ENO Beuro
ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ପାଇଥିବା ନୀଳ ମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲକା’ର ପ୍ରିମିୟର ସୋ ତଥା ସ୍ପେଶାଲ ସ୍କ୍ରିନିଂ ଭୁବନେଶ୍ୱର ମହାରାଜା ହଲରେ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More