Loading...

ଜାନୁଆରୀ ୩ରେ ହିଁ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ

ଜାନୁଆରୀ ୩ରେ ହିଁ ଖୋଲିବ ପ୍ରାଥମିକ ବିଦ୍ୟାଳୟ: ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ

ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବ। ଜାନୁଆରି ୩ରୁ କ୍ଲାସରୁମ୍‌ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଛି।

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍

ଆଜି ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ନେଇଥିଲେ।