Loading...

ପୂଜା ହେଗଡେଙ୍କୁ ଡେଟ କରୁଛନ୍ତି ସଲମାନ୍‌ ଖାନ୍‌

ପୂଜା ହେଗଡେଙ୍କୁ ଡେଟ କରୁଛନ୍ତି ସଲମାନ୍‌ ଖାନ୍‌

ସଲମାନଙ୍କ ନାମ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀଙ୍କ ସହ ଯୋଡି ହୋଇନି । ଏହା ପୂର୍ବରୁ ତାଙ୍କ ନାମ ଐଶ୍ୱର୍ଯ୍ୟାଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତ୍ରୀଙ୍କ ସହ ଶୁଣିବାକୁ ମିଳିଛି ।