ପୂଜା ମଣ୍ଡପରେ ବିଦ୍ୟୁତ୍ ମିଟର ଲଗାଇବ ଟିପିସିଓଡିଏଲ୍
ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଥାଏ। କଟକର ପ୍ରାୟ ୧୭୦ ମଣ୍ଡପରେ ପୂଜାର ୫ ଦିନ ମଧ୍ୟରେ ୧୦ ଲକ୍ଷ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।