Tag : puja path of new car

VASTU

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro
ଆଜିକାଲିର ଯୁବପିଢି ବିନା ଗାଡିରେ ବାହାରକୁ ବାହାରୁନାହାନ୍ତି। ସେଥିଲାଗି ସମସ୍ତେ ନିଜର ବ୍ୟକ୍ତିଗତ ଗାଡି ରଖୁଛନ୍ତି। ଯେଉଁ ମାନେ ନୂଆ ଗାଡି କିଣୁଛନ୍ତି ସେମାନେ କୌଣସି ମନ୍ଦିରକୁ ଯାଇ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇଥାନ୍ତି।