Loading...

ଆସନ୍ତୁ ଜାଣିବା କଖାରୁ ମଞ୍ଜିର ୫ କରାମତି

ଆସନ୍ତୁ ଜାଣିବା କଖାରୁ ମଞ୍ଜିର ୫ କରାମତି

କେବଳ କଖାରୁ ନୁହେଁ, ଏହାର ମଞ୍ଜିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଡି ବିଲ୍ଡିଂରେ ରୁଚି ରଖୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦେଇଥା’ନ୍ତି।କଖାରୁ ମଞ୍ଜିକୁ ପାଉଡର କରି କ୍ଷୀରରେ ଗୋଳାଇ ପିଇଲେ ଅଧିକା ଫାଇଦା ମିଳିଥାଏ।