ନ୍ୟୁଜ୍ ଆସନ୍ତାବର୍ଷ ପଞ୍ଜାବରେ ବାଜିମାରିବ ଆପ୍ 03 Jan, 2022 0 mins read 319 views ଆସନ୍ତାବର୍ଷ ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଟାଇମ୍ସ ନାଓ ନବଭାରତ ପାଇଁ ଭେଟୋ ନାମକ ଗୋଟିଏ ସଂସ୍ଥା ଲୋକଙ୍କ ମତକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ କରିଛି।