ନ୍ୟୁଜ୍ ପୁରୀ ବେଳାଭୁମିରେ ଅଲିଭ ରିଡଲେ 13 Mar, 2023 6 mins read 228 views ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି।
ନ୍ୟୁଜ୍ ପୁରୀରେ ମିଳୁନି ବିଶୁଦ୍ଧ ପାଣି, ବ୍ୟାପୁଛି ଡାଇରିଆ - କାଟୁଛି ପେଟ 13 Dec, 2022 16 mins read 348 views ପୁରୀ ବାସେଳି ସାହିରେ ଘରେ ଘରେ ବ୍ୟାପିଛି ଝାଡାବାନ୍ତି । ପ୍ରତି ଘରର ଅଧିକାଂଶ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ନ୍ୟୁଜ୍ ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ 10 Oct, 2022 9 mins read 219 views ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ।
ନ୍ୟୁଜ୍ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ନେଇ ହଟିଲା କଟକଣା 28 Jan, 2022 4 mins read 275 views ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି।