Loading...

ଆସନ୍ତା ମାସରେ ପୁରୀ ପରିକ୍ରମା ପ୍ରକଳ୍ପ ଯଜ୍ଞରେ ସାମିଲ ହେବାକୁ ପ୍ରଥମେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ଆସନ୍ତା ମାସରେ ପୁରୀ ପରିକ୍ରମା ପ୍ରକଳ୍ପ ଯଜ୍ଞରେ ସାମିଲ ହେବାକୁ ପ୍ରଥମେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ

ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ପ୍ରଥମେ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ

ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ

ଦୀପାବଳି ପର୍ବ ଅବସରରେ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ସେବାୟତଙ୍କ ସହ ମନ୍ତ୍ର ପଢି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ ବଡୁଆ ଡାକିଛନ୍ତି ସ୍ବିଜରଲ୍ୟାଣ୍ଡରୁ ଆସିଥିବା ଜଣେ ପର୍ଯ୍ୟଟକ ।

ଭାଇରାଲ ଫଟୋ:  ଶ୍ରୀମନ୍ଦିରରେ ଭକ୍ତଙ୍କୁ ଧୋତି ପିନ୍ଧାଇ ପାଛୋଟି ନେଲେ ସେବାୟତ

ଭାଇରାଲ ଫଟୋ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ଧୋତି ପିନ୍ଧାଇ ପାଛୋଟି ନେଲେ ସେବାୟତ

ଗତକାଲି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ ସେବାୟତ ।

ଆଉ ୨ ଦିନ ପରେ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ

ଆଉ ୨ ଦିନ ପରେ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ

ଆଉ ଦୁଇଦିନ ପରେ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ଏବେଠୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ବ୍ୟବସ୍ଥା କରିଛନ୍ତି।

ପୁରୀ ବେଳାଭୁମିରେ ଅଲିଭ ରିଡଲେ

ପୁରୀ ବେଳାଭୁମିରେ ଅଲିଭ ରିଡଲେ

ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି।

ପୁରୀରେ ମିଳୁନି ବିଶୁଦ୍ଧ ପାଣି, ବ୍ୟାପୁଛି ଡାଇରିଆ - କାଟୁଛି ପେଟ

ପୁରୀରେ ମିଳୁନି ବିଶୁଦ୍ଧ ପାଣି, ବ୍ୟାପୁଛି ଡାଇରିଆ - କାଟୁଛି ପେଟ

ପୁରୀ ବାସେଳି ସାହିରେ ଘରେ ଘରେ ବ୍ୟାପିଛି ଝାଡାବାନ୍ତି । ପ୍ରତି ଘରର ଅଧିକାଂଶ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ

ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ

ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ।

ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ନେଇ ହଟିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଶବ ସତ୍କାର ନେଇ ହଟିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି।