News

ରତ୍ନଭଣ୍ଡାର ସବକମିଟିର ନିଷ୍ପତ୍ତି : ରତ୍ନ ଭଣ୍ଡାରରେ ରତ୍ନ ଆକଳନ ହେବନି

Krishna Kumar Manoj
ଭଣ୍ଡାରଘର ବାହାରପଟ ଯାଞ୍ଚ କଲା ଏଏସଆଇ ରତ୍ନ ଭଣ୍ଡାର ଖୋଲି ମରାମତି ହେବ । ହେଲେ ରତ୍ନକୁ ଛୁଇଁବେନି । ରତ୍ନ ସିନ୍ଧୁକୁ ଖୋଲା ଯିବ ନାହିଁ । ତାହାକୁ କେହି ଦେଖିବେ ନାହିଁ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More