Loading...

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୨ ଘଣ୍ଟା ପରେ ବି ଆୟତ୍ତ ହୋଇନି ପୁରୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ

୧୦ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ। ଅଗ୍ନିଶମ ବିଭାଗର ୬ଟି ଗାଡି ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଭୁବନେଶ୍ବର, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଁଲିଭାଇବା କାମରେ ନିଯୋଜିତ ଥିଲେ ମଧ୍ୟ ଏଯାଏ ଏହା ଆୟତ୍ତ ହୋଇପାରିନାହି।