Tag : puri visit amikus quiry

POLITICALS

ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

Ratnamani Moharana
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ  ଆମିକସ କ୍ୟୁରି । ଆଜି ସକାଳ ୭ଟା ୧୫ ମିନିଟରେ ଆମିକସ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା  ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି