Entertainment

ଯୋଧପୁର ଜେଲରେ ସଲମାନ ହେଲେ କଏଦୀ ନମ୍ବର ୧୦୬ , ଆଜି ହେବ ସଲମାନଙ୍କ ଜାମିନ ଆବେଦନର ଶୁଣାଣି

Krishna Kumar Manoj
ଯୋଧପୁର ଜେଲରେ ଟାଇଗର୍ କୃଷ୍ଣକାୟ ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ସଲମାନଙ୍କୁ ଦୋଷୀ ବୋଲି ଘୋଷଣା କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି । କିନ୍ତୁ ସୈଫ,ତବୁ,ନୀଲମ ଏବଂ ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରାଯାଇଛି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More