Tag : rabina tondon land controversery in bbsr

Entertainment

ଶ୍ରୀଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନଙ୍କ ଭିଡିଓ ଭାଇରାଲ , ମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ!

ENO Beuro
ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମୋବାଇଲରେ ବଲିଓଡ ହିରୋଇନ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସ ଓ ଫୋଟୋ ସୁଟକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ମନ୍ଦିର ପରିସରକୁ ମୋବାଇଲ ନେବା କଟକଣା