Tag : radha krishna

Entertainment

ରିଲ ଲାଇଫ ‘ରାଧାକୃଷ୍ଣ’ ସୁମେଧ ଏବଂ ମଲ୍ଲିକା ଏବେ ରିୟଲ୍ ଲାଇଫରେ କରୁଛନ୍ତି ଡେଟ୍

Ratnamani Moharana
ପୈାରାଣିକ ଧାରାବାହିକ ‘ରାଧାକୃଷ୍ଣ’ର ମୁଖ୍ୟ ଅଭିନେତା (କୃଷ୍ଣ) ସୁମେଧ ମୁଦଗଲକର  ଏବଂ (ରାଧା) ଅଭିନେତ୍ରୀ ମଲ୍ଲିକା ସିଂହ        ବ୍ୟକ୍ତିଗତ ଜୀବନରେ ପରସ୍ପରକୁ ଡେଟ୍ କରିବାର ଖବର ଏବେ ଚର୍ଚ୍ଚା ହେଉଛି।