Loading...

ନିଜ ସରକାରୀ ବାସଭବନ ଖାଲି କରିବେ ନବ ବିବାହିତ ରାଘବ ଚଢା

ନିଜ ସରକାରୀ ବାସଭବନ ଖାଲି କରିବେ ନବ ବିବାହିତ ରାଘବ ଚଢା

ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଡ ଝଟକା ଦେଇଛନ୍ତି।

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ଆରମ୍ଭ ହେଲାଣି ପରିଣୀତି ଓ ରାଘବଙ୍କ ବିବାହ ପ୍ରସ୍ତୁତି

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛି। ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।