Loading...

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ

ଗତ ୪ବର୍ଷ ତଳେ 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମାମଲାର ଶୁଣାଣିରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ।

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ଦଳୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ରାହୁଲ ଗାନ୍ଧୀ

ରାହୁଲଙ୍କ ନେତୃତ୍ବରେ ‘ଭାରତ ଯୋଡୋ ଯାତ୍ରା’ ଏବେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଜାରି ରହିଛି । ଚଳିତ ମାସ 29 ତାରିଖରେ ଏହି ଯାତ୍ରା କେରଳ ପରିକ୍ରମା ଶେଷ କରି କର୍ଣ୍ଣାଟକରେ ପ୍ରବେଶ କରିବ ।