Tag : rahurekha

CULTURES

ଆଜି ମହାପ୍ରଭୁଙ୍କୁ ରାହୁରେଖା ଲାଗି,୪ ଘଣ୍ଟା ଦର୍ଶନ ବନ୍ଦ

ENO Beuro
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି ନୀତି ଅନୁଷ୍ଟିତ ହେବ। ଦଇତାପତି ସେବକମାନେ ଏହି ସେବା ସମ୍ପର୍ନ କରିବେ। ଏହି ନୀତି ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ। ମହାପ୍ରଭୁଙ୍କ ମସ୍ତକରେ ଶୋଭା