ଆଜି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ
ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି।ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବ।
Loading...
ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି।ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବ।
ଆଜି ପାଇଁ ୧୦ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ....
ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ପଶ୍ଚିମାଝଡ। ଏ ପଶ୍ଚିମାଝଡ ରାଜ୍ୟରୁ ଯାଇନଥିଲାବେଳେ ଆଉ ଏକ ପଶ୍ଚିମାଝଡ ଆସୁଛି ଜାଣିବା ପରେ ଭୟଭୀତ ରାଜ୍ୟବାସୀ।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତୀ ଅଂଚଳରେ ଆକାଶ ଆଂଶିକ ମେଘାଛନ୍ନ ରହିଛି ।
ରାଜ୍ୟରେ କାଲିଠୁ ବଦଳିଯିବ ପାଗ। ଫେରିବ ପଶ୍ଚିମାଝଡ଼ ପ୍ରଭାବ। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାନେଇ ପୂର୍ବାନୁମାନ କିରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଘନୀଭୂତ ହୋଇ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ। ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।
ଓଡ଼ିଶାରୁ ବାତ୍ୟା ସଙ୍କଟ ଟଳିଛି। ତେବେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବ ବୋଲି ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି। ବାଂଲାଦେଶର ତିନକୋନା ଦ୍ବୀପ ଓ ସାନଦ୍ବୀପ ମଝିରେ କେଉଁଠି ବାତ୍ୟା ସ୍ଥଳ ଭାଗକୁ ଛୁଇଁପାରେ ବୋଲି ଆଜି ସୂଚନା ମିଳିଛି।
ରାଜ୍ୟ ଉପରେ ସଂପ୍ରତି ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ମେଘୁଆ ପାଗ ସହ ଲାଗିରହିଛି ହାଲୁକାରୁ ମାଧ୍ୟମ ଧରଣର ବର୍ଷା।