Tag Archives: Rajasthan royals beats chennai super kings by 4 wickets

Archives

  • ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

    ଆଶା ଦେଲେ ବଟଲର ଜୋସ ବଟଲରଙ୍କ ବିସ୍ପୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ଚଳିତ ଆଇପିଏଲରେ ଚେନାଇ ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଛି । ବିଜୟ ସହ ରୟାଲ୍ସ ପ୍ଲେ ଅଫ୍ ଖେଳିବାରେ ଆଶା ଏକ ପ୍ରକାର ଉଜ୍ଜୀବିତ କରିଛି । ଚେନାଇ ସୁପରକିଙ୍ଗ୍‌ସ ଏହି ମ୍ୟାଚ ଜିତିଥିଲେ ଦଳର ପ୍ଲେ ଅଫ୍ ପରିଷ୍କାର ହୋଇ ଯାଇଥାଆନ୍ତା । ମାତ୍ର ବଟଲର ସୁପରକିଙ୍ଗ୍‌ସର ଏହି ଆଶା ପୂରଣ ...