POLITICALS

ତାମିଲନାଡୁ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ

ENO Beuro
ତାମିଲନାଡୁ ରାଜନୀତିରେ ଦକ୍ଷିଣ ଭାରତର ଦୁଇ ବଡ କଳାକାର ରଜନୀକାନ୍ତ ଓ କମଲ ହାସନ ଓହ୍ଲାଇବାକୁ ଯାଉଛନ୍ତି ।ଏହି ଦୁଇଜଣ ତାମିଲନାଡୁରେ ହେବାକୁ ଥିବା ନିର୍ବାଚନରେ ନିଜ ପାର୍ଟିର ପ୍ରାର୍ଥୀ ଛିଡା କରିବେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More