ନ୍ୟୁଜ୍ ଖଣ୍ଡାରେ କେକ୍ କାଟିଲେ ରାମ ରହିମ 24 Jan, 2023 7 mins read 117 views ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି।
ନ୍ୟୁଜ୍ ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତ ଗୁରମୀତ ରାମ ରହୀମ ସତସଂଗରେ ଯୋଗ ଦେଲେ ୩୦୦ ଛାତ୍ରଛାତ୍ରୀ 21 Nov, 2022 9 mins read 214 views ନଭେମ୍ବର ୧୭ ତାରିଖରେ ଉତ୍ତରପ୍ରଦେଶ ଶାହାଜାନପୁର ଜିଲ୍ଲାର ବିଷ୍ଣୁ ବାଟିକା ବଙ୍ଗଳାରେ ଏହି ସତସଂଗରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସ୍କୁଲ୍ ୟୁନିଫର୍ମ ପିନ୍ଧିଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ନ୍ୟୁଜ୍ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ମିଳିଲା Z+ ସିକ୍ୟୁରିଟି 22 Feb, 2022 11 mins read 329 views ପାରୋଲରେ ଜେଲରୁ ମୁକୁଳିବା ପରେ ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ ସିଂଙ୍କୁ ‘ଜେଡ୍+’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତରେ ସୂଚନା ମିଳିବା ପରେ ଏହି ସୁରକ୍ଷା ଦିଆଯାଇଛି ।
ନ୍ୟୁଜ୍ ପଞ୍ଜାବ ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବେ ରାମ ରହିମ 07 Feb, 2022 10 mins read 202 views ପଞ୍ଜାବ ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମ ଜେଲ୍ରୁ ବାହାରିବେ।