Loading...

ସାତ ଜନ୍ମର ସାଥୀ ହେଲେ ରଣବୀର-ଆଲିଆ

ସାତ ଜନ୍ମର ସାଥୀ ହେଲେ ରଣବୀର-ଆଲିଆ

ବିବାହ ବନ୍ଧନରେ ଆବଦ୍ଧ ହେଲେ ହଟ୍ ଯୋଡି ରଣବୀର-ଆଲିଆ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ। ତେବେ ବିବାହ ପରେ ସାମ୍ନାକୁ ଆସିଲା ଆଲିଆ-ରଣବୀରଙ୍କ ବର-ବଧୂ ବେଶର ଫଟୋ। ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହ ପରେ ଏବେ ଦୁହିଁଙ୍କ ଫଟୋ ସାମ୍ନକୁ ଆସିଛି।