Loading...

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍‌ ଲାଶରମ୍‌ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି।