ବାସ୍ତୁ ଏଥର ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି, ହେବ ମା’ ଲକ୍ଷ୍ମୀଙ୍କ ଆଗମନ 11 Oct, 2022 11 mins read 375 views ଦୀପାବଳିରେ ପ୍ରାୟ ସମସ୍ତେ ନିଜ ଘରକୁ ସଜେଇଥାନ୍ତି । କିଏ ନିଜ ଘରକୁ ଆଲୋକମାଳାରେ ସଜାଏଥାଏ ତ କିଏ ଦୀପ ଜାଳୀ ତ ପୁଣି କିଏ ଫଲ ପତ୍ରରେ ଘରକୁ ସଜାଇଥାଏ ।