ନ୍ୟୁଜ୍ ବିଏଏଫର ନୂଆ ଡିଜି ହେଲେ ରଶ୍ମି ଶୁକ୍ଳା 04 Mar, 2023 3 mins read 204 views ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଳା ହେଲେ ସୀମା ସଶସ୍ତ୍ର ବଳ ବା ବିଏଏଫର ନୂଆ ଡିଜି। ୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଅଧିକାରୀ ହେଲେ ଶୁକ୍ଳା।