Tag : rasogala issue

News

ରସଗୋଲା ବିବାଦ:ଜବାବ ଦାଖଲ ପାଇଁ ଓଡିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟଙ୍କ ନୋଟିସ୍‌

ENO Beuro
“ରସଗୋଲା ମାମଲା” ରସଗୋଲା ବିବାଦ ହାଇକୋର୍ଟକୁ ଆସିଛି। ପଶ୍ଚିମବଙ୍ଗକୁ ମିଳିଥିବା ଭୌଗୋଳିକ ଉତ୍ପତି(ଜିଆଇ) ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ସହିତ ଓଡ଼ିଶା ସରକାରଙ୍କୁ ତୁରନ୍ତ ରସଗୋଲା ପାଇଁ ଜିଆଇ ମାନ୍ୟତା ପାଇବା ଦିଗରେ ପଦକ୍ଷେପ