Tag : ravi sastri salary increase to 10 core

SPORTS

ବାର୍ଷକୁ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶାସ୍ତ୍ରୀ

Ratnamani Moharana
ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୁନଃନିଯୁକ୍ତି ପାଇଥିବା ରବି ଶାସ୍ତ୍ରୀ  ବାର୍ଷିକ ବେତନ ବାବଦକୁ ୯.୫ ରୁ ୧୦ କୋଟି ଟଙ୍କା ପାଇବେ ବୋଲି ଏକ ଗଣମାଧ୍ୟମ ନିଜ ରିପୋର୍ଟରେ ଦର୍ଶାଇଛି।