Tag : real fact about that

LIFESTYLE

ଆମ ଦୈନନ୍ଦିନ ଜୀବନରେ କ’ଣ ରହିଛି ସ୍ୱପ୍ନର ମହତ୍ତ୍ୱ ! ଜାଣନ୍ତୁ ;

ENO Beuro
ସ୍ଵପ୍ନ ମଣିଷର ନିଦ୍ରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ସ୍ଵପ୍ନ ବିନା ମଣିଷ ଜୀବନର ଅର୍ଥ କିଛି ନୁହେଁ ବୋଲି କୁହାଯାଏ। କେତେକ ଲୋକ ସ୍ଵପ୍ନକୁ ନେଇ ନିଜର ଜୀବନ ମଧ୍ୟ ବିତାଇଥାନ୍ତି।