Loading...

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ବୋଟ୍‌’

ଅଣ୍ଡାରେ ବିଭିନ୍ନ ପ୍ରକାର ରେସିପି ଆପଣ ଘରେ ତିଆରି କରୁଥିବେ। ଅଣ୍ଡା ଆମ୍‌ଲେଟ୍‌, ଭୁଜିଆ, ମସଲା ମିଶା ଭୁଜିଆ, ପକୋଡ଼ା ଓ ଅଣ୍ଡା ମସଲା ଇତ୍ୟାଦି। କିନ୍ତୁ କେବେ ‘ଏଗ୍‌ ବୋଟ୍‌’ ରେସିପିକୁ ଆପଣ ଘରେ ତିଆରି କରିଛନ୍ତି କି ? ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡାର ଏହି ନୂଆ ରେସିପିକୁ ଘରେ କିପରି ତିଆରି କରିବେ।