Tag : recipe of sweet chilli badam

Recipes & Food

ବର୍ଷା ପାଗରେ ଗରମ ଗରମ ଚାହା ସହ ମଜା ନିଅନ୍ତୁ ‘ସ୍ୱିଟ୍ ଚିଲି ବାଦାମ’ର

Ratnamani Moharana
ଓଡିଶାରେ ଏବେ ଏବେ ପ୍ରବେଶ କରିଛି ମୌସୁମୀ। ଏବେ ଖରା ନୁହେଁ ଖାଲି ଦେହରେ ବାଜୁଛି ଥଣ୍ଡା ପବନ। ଏଭଳି ପାଗରେ ପ୍ରାୟ ସମସ୍ତଙ୍କ ପସନ୍ଦର ଜଳଖିଆ ହେଉଛି ଚାହା ସହ ଗରମ ପକୁଡିର।