Loading...

ଘରେ ପ୍ରସ୍ତୁତ କରନ୍ତୁ ବଜାର ଭଳି "ମିଠା ଦହି"

ଘରେ ପ୍ରସ୍ତୁତ କରନ୍ତୁ ବଜାର ଭଳି "ମିଠା ଦହି"

ପ୍ରଥମେ ଗ୍ୟାସରେ ଧୀମା ଆଞ୍ଚରେ ଏକ ପ୍ୟାନ ବସାନ୍ତୁ । ସେହି ପ୍ୟାନରେ କ୍ଷୀର ଢାଳି ଗରମ କରି ନିଅନ୍ତୁ।ତେବେ କ୍ଷୀରକୁ ସେତେ ପର୍ଯ୍ୟନ୍ତ ସିଝାନ୍ତୁ ଯେ ପର୍ଯ୍ୟନ୍ତ କ୍ଷୀର ଅଧା ନହୋଇଯାଇଛି ।

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଓଡିଆ ଷ୍ଟାଇଲ "ଚାଉଳ ଖିରୀ"

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଓଡିଆ ଷ୍ଟାଇଲ "ଚାଉଳ ଖିରୀ"

ମଧ୍ୟମ ଉତ୍ତାପରେ ଏକ ଭାରୀ ତଳ ଗଭୀର ଥିବା ପାତ୍ରରେ ଘିଅକୁ ଗରମ କରନ୍ତୁ । କାଜୁ କିସମିସ ସୁନେଲି ରଙ୍ଗ ହେବା ଯାଏଁ ଭାଜି କରି ହାଣ୍ଡିରୁ ବାହାର କରନ୍ତୁ ।

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଗୋଟା ରସୁଣ ମଟନ କଷା"

 ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ରସୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଆସନ୍ତୁ ପ୍ରସ୍ତୁତ କରିବା ''ଚିକେନ ସୁପ''

ଆସନ୍ତୁ ପ୍ରସ୍ତୁତ କରିବା ''ଚିକେନ ସୁପ''

ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଚିକେନ, ରସୁଣ , କଟା ପିଆଜ, ପାଣି ଦେଇ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ସିଝିବା ପରେ ଏଥିରେ ଥିବା ପାଣିକୁ ଛାଣି ଦେଇ ସିଝା ଚିକେନକୁ ଏକ ପାତ୍ରରେ ରଖନ୍ତୁ।

ଏପରି ବନାନ୍ତୁ ମଖନ୍ ସୋୟାବିନ୍ ତରକାରୀ

ଏପରି ବନାନ୍ତୁ ମଖନ୍ ସୋୟାବିନ୍ ତରକାରୀ

ସର୍ବପ୍ରଥମେ ସୋୟାବିନକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ମିଡିୟମ ଆଞ୍ଚରେ ପ୍ରେସର କୁକରରେ ତେଲ ପକାଇ ଗରମ କରନ୍ତୁ। ଏବେ ପିଆଜ ପକାଇ ହାଲକା ସୁନେଲୀ ରଙ୍ଗ ହେବା ପର‌୍ୟ୍ୟନ୍ତ ଫ୍ରାଏ କରନ୍ତୁ।

ଆସନ୍ତୁ ପ୍ରସ୍ତୁତ କରିବା “ବଟର ଗାର୍ଲିକ ଚିକେନ”

ଆସନ୍ତୁ ପ୍ରସ୍ତୁତ କରିବା “ବଟର ଗାର୍ଲିକ ଚିକେନ”

ପ୍ରଥମେ ବୋନଲେସ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ପେଷ୍ଟ, କିଛି ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

ଆସନ୍ତୁ ପ୍ରସ୍ତୁତ କରିବା ଡାଲ୍‌ ପନିର୍‌ ମସଲା

ଆସନ୍ତୁ ପ୍ରସ୍ତୁତ କରିବା ଡାଲ୍‌ ପନିର୍‌ ମସଲା

ପ୍ରଥମେ ମୁଗଡାଲିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ସିଝାଇ ରଖନ୍ତୁ। ପନିର୍‌କୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏହା ପରେ ଚୁଲାରେ କଡ଼େଇ ବସାଇ ବଟର ଦିଅନ୍ତୁ।