Loading...

ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ ଭଣ୍ଡା ତରକାରୀ’

ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ ଭଣ୍ଡା ତରକାରୀ’

ଆମ ଓଡ଼ିଶାରେ କଦଳୀ ଏକ ମୁଖ୍ୟ ଉତ୍ପାଦନକାରୀ ପରିବା। ସେ କଞ୍ଚା ହେଉ ବା ପାଚିଲା, କଦଳୀର ଉପକାରିତା ଅନେକ। ଆଜି ଆମେ ପ୍ରସ୍ତୁତ କରିବା ଏହି କଦଳୀ ଗଛର ଏକ ଭିନ୍ନ ଉପାଦାନ କଦଳୀଭଣ୍ଡାର ତରକାରୀ।

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର୍‌, ଟମାଟୋ ଓ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ।

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ “ଗୋଟା କୁକୁଡ଼ା ମସଲା ପୋଡ଼ା”

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ “ଗୋଟା କୁକୁଡ଼ା ମସଲା ପୋଡ଼ା”

ପ୍ରଥମେ ଗୋଟା କୁକୁଡ଼ାକୁ ଭଲ ଭାବେ ଧୋଇ ରଖନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଲେମ୍ବୁରସ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଦହି, ତେଲ ଓ ଗୋଲମରିଚ ଗୁଣ୍ଡ ପକାଇ ମ୍ୟାରିନେଟ୍‌ କରି ରଖନ୍ତୁ।

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଗୋଲମରିଚ, ଅଦା, ଡାଳଚିନି, ଲବଙ୍ଗ, ଜାଇଫଳ ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ।

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ କୋରମା’

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ କୋରମା’

ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।