Loading...

୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର

୧୮୦୦ କୋଟି ଟଙ୍କାର ଜଳକର ଛାଡ଼ କଲେ ପଞ୍ଜାବ ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାର ପାଣି ବିଲ୍ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି ।