Loading...

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

‘ବିରାଟ’ର ଶେଷ ଗଣତନ୍ତ୍ର ଦିବସ ପରେଡ୍‌! ୧୩ ଥର ଅଂଶଗ୍ରହଣ କରି ଆଜି ହିଁ ନେଉଛି ଅବସର

ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ବର୍ଷ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ହୋଇଥିଲା। ଏହା ହୋନୋଭେରିୟନ ପ୍ରଜାତିର ଘୋଡ଼ା।

ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର

ବିଯୁକ୍ତ ୪୦ ଡିଗ୍ରୀ, ୧୫ ହଜାର ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କଲେ ହିମବୀର

ଗଣତନ୍ତ୍ର ଦିବସରେ ଉତ୍ତରାଖଣ୍ଡ, ହିମାଚଳ ଓ ଲଦାଖର ୧୫ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥିବା ଯବାନଙ୍କ ମଧ୍ୟରେ ବେଶ୍ ଜୋଶ ଦେଖିବାକୁ ମିଳିଛି ।

ଭିନ୍ନ ଗେଟଅପ୍‌ରେ ପିଏମ୍‌, ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା

ଭିନ୍ନ ଗେଟଅପ୍‌ରେ ପିଏମ୍‌, ମୁଣ୍ଡରେ ଉତ୍ତରାଖଣ୍ଡ ଟୋପି-ବେକରେ ମଣିପୁର ଗାମୁଛା

ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଣ୍ଡରେ ଉତ୍ତରାଖଣ୍ଡର ସଂସ୍କୃତି ଅନୁସାରେ ମୁଣ୍ଡରେ ପାରମ୍ପରିକ ଟୋପି ପିନ୍ଧିଛନ୍ତି।