Loading...

ଉନ୍ନତମାନର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରିତ ହେଲେ ରିଷଭ ପନ୍ତ

ଉନ୍ନତମାନର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତରିତ ହେଲେ ରିଷଭ ପନ୍ତ

ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର ବ୍ୟାଟର୍ ଋଷଭ ପନ୍ତଙ୍କ ଚିକିତ୍ସା ମୁମ୍ବାଇରେ ହେବ । ଏବେ ତାଙ୍କର ଚିକିତ୍ସା ଡେରାଡୁନରେ ଚାଲିଛି । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ତାନାନ୍ତର କରାଯାଇଛି ।