ନ୍ୟୁଜ୍ ଆଗାମୀ ଫିଲ୍ମ ପାଇଁ ଓଜନ ବଢାଉଛନ୍ତି ରିତେଶ ଦେଶମୁଖ 05 Apr, 2022 9 mins read 326 views ରିତେଶ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।