Loading...

ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା ଚୁଲା

ଭଲ ଲାଗିଲାନି ବୋଲି ଭାଙ୍ଗିଦେଲା ଚୁଲା

ବହୁଚର୍ଚ୍ଚିତ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାରେ ଗତକାଲି ପୁରୀ ପୁଲିସ୍‌ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଜେ. ମହାପାତ୍ର ଓ ତାଙ୍କ ବୟସ ୩୦ ବୋଲି ଜଣାଯାଇଛି। ଜେ. ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।