ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ସ୍କୁଟିକୁ ପିଟିଲା ଟ୍ରଲର, ୨ମୃତENO BeuroFebruary 11, 2019February 11, 2019 by ENO BeuroFebruary 11, 2019February 11, 20190280 ଆଜି ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରଲର ପିଟି ଦେବାରୁ ଦୁଇ ଜଣ ଯୁବତୀଙ୍କ