Loading...

ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢ଼େଇ ବାଙ୍କ ଛକରେ ଅଟକିଛି ରୁକୁଣା ରଥ, ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା

ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆଜି ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହେବ ରଥ ଟଣା।