ନ୍ୟୁଜ୍ ଋଷ ସେନାର ବାଟ ଓଗାଳିବାକୁ ରାସ୍ତାରେ ୟୁକ୍ରେନବାସୀ 03 Mar, 2022 8 mins read 283 views ୟୁକ୍ରେନରେ ଋଷିଆର ଘମାଘୋଟ ଆକ୍ରମଣ ଜାରି ରହିଛି । ୮ଦିନରେ ପହଞ୍ଚିଛି ଉଭୟ ରାଷ୍ଟ୍ରର ଲଢେଇ । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା ।
ନ୍ୟୁଜ୍ ୟୁକ୍ରେନର ରାଜଧାନୀ କିବରେ ପଶିଲା ଋଷ ସେନା : ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଦଖଲ କରିନେବ ଋଷିଆ 25 Feb, 2022 9 mins read 154 views ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି ।
ନ୍ୟୁଜ୍ ଋଷର ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ କହିଲା ଦୂତାବାସ 15 Feb, 2022 9 mins read 1,296 views ଋଷର ୟୁକ୍ରେନ ଉପରେ ଆକ୍ରମଣର ଆଶଙ୍କା ମଧ୍ୟରେ ସେଠାରେ ଥିବା ଭାରତୀୟ ଦୂତାବାସ ଭାରତୀୟଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି।