Loading...

ଋଷ ସେନାର ବାଟ ଓଗାଳିବାକୁ ରାସ୍ତାରେ ୟୁକ୍ରେନବାସୀ

ଋଷ ସେନାର ବାଟ ଓଗାଳିବାକୁ ରାସ୍ତାରେ ୟୁକ୍ରେନବାସୀ

ୟୁକ୍ରେନରେ ଋଷିଆର ଘମାଘୋଟ ଆକ୍ରମଣ ଜାରି ରହିଛି । ୮ଦିନରେ ପହଞ୍ଚିଛି ଉଭୟ ରାଷ୍ଟ୍ରର ଲଢେଇ । ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା ।

ୟୁକ୍ରେନର ରାଜଧାନୀ କିବରେ ପଶିଲା ଋଷ ସେନା : ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଦଖଲ କରିନେବ ଋଷିଆ

ୟୁକ୍ରେନର ରାଜଧାନୀ କିବରେ ପଶିଲା ଋଷ ସେନା : ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଦଖଲ କରିନେବ ଋଷିଆ

ରାଜଧାନୀ କିବ ଆଡକୁ ଲଗାତର ଋଷିଆ ସେନା ଅଗ୍ରସର ହେଉଛି । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି ।

ଋଷର ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ କହିଲା ଦୂତାବାସ

ଋଷର ଆକ୍ରମଣ ଆଶଙ୍କା ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ କହିଲା ଦୂତାବାସ

ଋଷର ୟୁକ୍ରେନ ଉପରେ ଆକ୍ରମଣର ଆଶଙ୍କା ମଧ୍ୟରେ ସେଠାରେ ଥିବା ଭାରତୀୟ ଦୂତାବାସ ଭାରତୀୟଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି।