ମୋବାଇଲ୍ ଫୋନ୍ ବଞ୍ଚାଇଦେଲା ୟୁକ୍ରେନୀୟ ସୈନିକଙ୍କ ଜୀବନ
ରୁଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଯୁଦ୍ଧକ୍ଷେତ୍ରରେ ମୋବାଇଲ୍ ଫୋନ୍ ଯୋଗୁଁ ଜଣେ ସୈନିକ ଗୁଳି ଚୋଟରୁ ରକ୍ଷା ପାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
Loading...
ରୁଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଯୁଦ୍ଧକ୍ଷେତ୍ରରେ ମୋବାଇଲ୍ ଫୋନ୍ ଯୋଗୁଁ ଜଣେ ସୈନିକ ଗୁଳି ଚୋଟରୁ ରକ୍ଷା ପାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ବାହାରିଛି ଇସ୍ରାଏଲ । ଉଭୟ ଦେଶ ମଧ୍ୟରେ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ଇସ୍ରାଏଲ ପ୍ରସ୍ତବ ଦେଇଛି ।
ରୁଷ୍ ସୈନ୍ୟବାହିନୀ ୟୁକ୍ରେନ୍ ରାଜଧାନୀ କିବ୍ରେ ଆକ୍ରମଣକୁ ବ୍ୟାପକ କରିଛନ୍ତି। କିବ୍କୁ ଅକ୍ତିଆର କରିବାପାଇଁ ରୁଷ୍ ସବୁ ଶକ୍ତି ଖଟାଇ ଦେଇଛି। ଅନ୍ୟପକ୍ଷେ ୟୁକ୍ରେନ୍ କହୁଛି ଏହା ରୁଷ୍ର ଆକ୍ରମଣ ଯୋଜନାକୁ ବିଗାଡ଼ି ଦେଇଛି।
ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି।
ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି।
ଗୋଟିଏ ପଟେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଆଟଲାଣ୍ଟିକ ସଂଘୀ ସଂଗଠନ ‘ନାଟୋ’ ଋଷ ବିରୋଧରେ ଆକ୍ସନ ମୋଡକୁ ଆସିଛି । ନାଟୋର ୩୦ ଜଣିଆ ନେତା ଏକ ସଂଯୁକ୍ତ ବୟାନରେ କହିଛନ୍ତି କି ଋଷ ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ତ ଏପଟେ ପୂର୍ବ ୟୁରୋପରେ ଅଧିକରୁ ଅଧିକ ସୈନିକ ନିୟୋଜିତ କରିବାରେ ଲାଗିଛି ।
କାଲିଠୁ ୟୁକ୍ରେନ ଉପରେ ବଡ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷ ତରଫରୁ ଏହି ପ୍ରସ୍ତାବ ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ବର୍ତ୍ତମାନ ଏହି ପ୍ରସ୍ତାବକୁ ଏତେ ଶୀଘ୍ର ମାନିବ ନାହିଁ।
ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ ।