ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ
ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।
Loading...
ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।
ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ ।
ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।
ଆରମ୍ଭ ହୋଇଯାଇଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ ଜୋର୍ ଧରିଛି।
ଋଷ-ୟୁକ୍ରେନରେ ମଧ୍ୟରେ ଭୟଙ୍କର ଯୁଦ୍ଧ । ଯୁଦ୍ଧ ନୁହେଁ ମହାଯୁଦ୍ଧ । କାରଣ ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ ।
ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ପାଇଁ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଭାରତ।
ଋଷ ବିରୋଧରେ ଲଢିବେ ନାଟୋର ସମସ୍ତ ସଦସ୍ୟ ଦେଶ । ‘ନାଟୋ’ –ଅର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜସେନ୍ । ନାଟୋରେ ଆମେରିକା, କାନାଡା, ବ୍ରିଟେନ୍ ସମେତ ୩୦ ଟି ଦେଶ ।
ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍ ଏବଂ ଖାର୍କିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି।