Loading...

ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ

ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାବୁକ ଭିଡ଼ିଓ: ଋଷ ସହ ଏକା ଲଢିବାକୁ ଛାଡିଦେଲେ

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।

ଦ୍ୱିତୀୟ ଦିନରେ ବି ୟୁକ୍ରେନରେ ଶୁଣାଗଲା ବିସ୍ଫୋରଣର ଶବ୍ଦ

ଦ୍ୱିତୀୟ ଦିନରେ ବି ୟୁକ୍ରେନରେ ଶୁଣାଗଲା ବିସ୍ଫୋରଣର ଶବ୍ଦ

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ ।

ଋଷ -ୟୁକ୍ରେନ ବିବାଦ: ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ, ୩୦୦ରୁ ଊର୍ଦ୍ଧ୍ବ ଆହତ

ଋଷ -ୟୁକ୍ରେନ ବିବାଦ: ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ, ୩୦୦ରୁ ଊର୍ଦ୍ଧ୍ବ ଆହତ

ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।

ଋଷକୁ ସମର୍ଥନ ଦେବାକୁ ଘୋଷଣା କଲେ ଚୀନ ରାଷ୍ଟ୍ରପତିଜିନପିଙ୍ଗ୍

ଋଷକୁ ସମର୍ଥନ ଦେବାକୁ ଘୋଷଣା କଲେ ଚୀନ ରାଷ୍ଟ୍ରପତିଜିନପିଙ୍ଗ୍

ଆରମ୍ଭ ହୋଇଯାଇଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ ଜୋର୍ ଧରିଛି।

ବ୍ୟାକଫୁଟ୍‌ରେ ୟୁକ୍ରେନ : ଋଷର ୫ ଯୁଦ୍ଧ ବିମାନ ଗୋଟିଏ ହେଲିକପ୍ଟରକୁ ଧ୍ୱଂସ

ବ୍ୟାକଫୁଟ୍‌ରେ ୟୁକ୍ରେନ : ଋଷର ୫ ଯୁଦ୍ଧ ବିମାନ ଗୋଟିଏ ହେଲିକପ୍ଟରକୁ ଧ୍ୱଂସ

ଋଷ-ୟୁକ୍ରେନରେ ମଧ୍ୟରେ ଭୟଙ୍କର ଯୁଦ୍ଧ । ଯୁଦ୍ଧ ନୁହେଁ ମହାଯୁଦ୍ଧ । କାରଣ ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ ।

ଅଧାରୁ ଫେରିଲା ଭାରତୀୟ ବିମାନ, ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ

ଅଧାରୁ ଫେରିଲା ଭାରତୀୟ ବିମାନ, ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ପାଇଁ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଭାରତ।

ଋଷ ବିରୋଧରେ ଲଢିବେ ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ

ଋଷ ବିରୋଧରେ ଲଢିବେ ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ

ଋଷ ବିରୋଧରେ ଲଢିବେ ନାଟୋର ସମସ୍ତ ସଦସ୍ୟ ଦେଶ । ‘ନାଟୋ’ –ଅର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜସେନ୍ । ନାଟୋରେ ଆମେରିକା, କାନାଡା, ବ୍ରିଟେନ୍ ସମେତ ୩୦ ଟି ଦେଶ ।

ଋଷ - ୟୁକ୍ରେନ୍‌ ବିବାଦ: ସୀମା ଟପି ୟୁକ୍ରେନ୍‌ରେ ପଶିଲେ ରୁଷ୍‌ ସେନା

ଋଷ - ୟୁକ୍ରେନ୍‌ ବିବାଦ: ସୀମା ଟପି ୟୁକ୍ରେନ୍‌ରେ ପଶିଲେ ରୁଷ୍‌ ସେନା

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି।