Loading...

ଋଷର ଶତ୍ରୁ ତାଲିକାରେ ୩୧ ରାଷ୍ଟ୍ର

ଋଷର ଶତ୍ରୁ ତାଲିକାରେ ୩୧ ରାଷ୍ଟ୍ର

ଶତ୍ରୁ ରାଷ୍ଟ୍ରଙ୍କ ସୂଚୀ ଜାରି କଲା ଋଷ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି କଟକଣା ଜାରି କରିଥିବା ଦେଶକୁ ମିଶାଇ ମୋଟ ୩୧ଟି ରାଷ୍ଟ୍ରର ନାମ ଘୋଷଣା କରିଛି । ଋଷ ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରୁଥିବା ୩୧ଟି ଦେଶକୁ ଶତ୍ରୁ ବୋଲି ଦର୍ଶାଇଛି ।