ୟୁକ୍ରେନ୍ ଗସ୍ତ ପାଇଁ ପ୍ରସ୍ତୁତ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯୁଦ୍ଧ ପ୍ରବଣ ୟୁକ୍ରେନ୍ ଗସ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନ୍କୁ ଆମେରିକାର କିଛି ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାବେଳେ ବାଇଡେନ୍ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ତାଙ୍କୁ ପଚରାଯାଇଥିଲା।