Loading...

ୟୁକ୍ରେନ ବିରୁଦ୍ଧରେ ୨୦୦ ଦିନର ସଂଘର୍ଷ ପରେ ରୁଷର ପଛଘୁଞ୍ଚା !

ୟୁକ୍ରେନ ବିରୁଦ୍ଧରେ ୨୦୦ ଦିନର ସଂଘର୍ଷ ପରେ ରୁଷର ପଛଘୁଞ୍ଚା !

ଯୁଦ୍ଧ ପ୍ରାରମ୍ଭରେ ରୁଷ ସେନାର ପରାକ୍ରମ ଏବଂ ଉତ୍ସାହ ଯେଭଳି ରହିଥିଲା ତାହା ଦେଖିବାକୁ ମିଳୁ ନାହିଁ। ଦିନକୁ ଦିନ ରୁଷ ସେନାର ମନୋବଳ ଦୁର୍ବଳ ହେବା ସହିତ ସେମାନେ ଧୈର୍ଯ୍ୟଚ୍ୟୁତ ହେବାରେ ଳାଗିଛନ୍ତି ବୋଲି କୁହାଯାଉଛି।

ମୋବାଇଲ୍‌ ଫୋନ୍‌ ବଞ୍ଚାଇଦେଲା ୟୁକ୍ରେନୀୟ ସୈନିକଙ୍କ ଜୀବନ

ମୋବାଇଲ୍‌ ଫୋନ୍‌ ବଞ୍ଚାଇଦେଲା ୟୁକ୍ରେନୀୟ ସୈନିକଙ୍କ ଜୀବନ

ରୁଷ୍‌-ୟ‌ୁକ୍ରେନ୍‌ ଯୁଦ୍ଧ ବେଳେ ଯୁଦ୍ଧକ୍ଷେତ୍ରରେ ମୋବାଇଲ୍‌ ଫୋନ୍‌ ଯୋଗୁଁ ଜଣେ ସୈନିକ ଗୁଳି ଚୋଟରୁ ରକ୍ଷା ପାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

କିଭରେ କିଛି ମାତ୍ରା ସେନା ହଟିଥିଲେ ବି ଏବେବି ଏୟାରଷ୍ଟ୍ରାଇକ୍‌ କରୁଛି ଋଷ

କିଭରେ କିଛି ମାତ୍ରା ସେନା ହଟିଥିଲେ ବି ଏବେବି ଏୟାରଷ୍ଟ୍ରାଇକ୍‌ କରୁଛି ଋଷ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ବୈଠକ ଭିତରେ ଜେଲେନସ୍କି କହିଛନ୍ତି, ୟୁକ୍ରେନବାସୀ ନିର୍ବୋଧ ନୁହଁନ୍ତି । ଋଷର କୌଣସି ପ୍ରତିଶ୍ରୁତିକୁ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜେଲେନସ୍କି ।

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ଦିନକୁ ଦିନ ବଢ଼ିଚାଲିଛି ଯୁଦ୍ଧର ତାତି। ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି। ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। କଥା ଏତିକିରେ ସରିନି। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି ।

ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଆଜି ୟୁକ୍ରେନ ଓ ଋଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଆଜି ଉଭୟ ଦେଶ ମଧ୍ୟରେ ଚତୁର୍ଥ ଥର ପାଇଁ ପୁଣି ଆଲୋଚନା ହେବ । ସକାଳ ୧୦ଟା ୩୦ରେ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା ଆରମ୍ଭ ହେବା ନେଇ ସ୍ପୁଟନିକ ରିପୋର୍ଟ ପ୍ରକାଶ କରିଛି ।

ସାଦା ପୋଷାକରେ କିଭ ଅଭିମୁଖେ ପୁଟିନଙ୍କ ସୈନ୍ୟ

ସାଦା ପୋଷାକରେ କିଭ ଅଭିମୁଖେ ପୁଟିନଙ୍କ ସୈନ୍ୟ

ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍‌ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି।

ଆଜି ଯୁଦ୍ଧର ଦ୍ୱାଦଶ ଦିନରେ ଚାରୋଟି ସହରରେ ଅସ୍ତ୍ରବିରତି

ଆଜି ଯୁଦ୍ଧର ଦ୍ୱାଦଶ ଦିନରେ ଚାରୋଟି ସହରରେ ଅସ୍ତ୍ରବିରତି

ଆଜି ୟୁକ୍ରେନ-ରୁଷ ଯୁଦ୍ଧର ଦ୍ୱାଦଶ ଦିନ । ଋଷିଆ ପକ୍ଷରୁ ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ହେଉଛି । ତେବେ ୟୁକ୍ରେନର ଚାରୋଟି ସହରରେ ଅସ୍ତ୍ରବିରତି ଘୋଷଣା କରାଯାଇଛି ।

ବ୍ୟାକଫୁଟ୍‌ରେ ୟୁକ୍ରେନ : ୮ଶହ ଋଷ ସେନା ସହ ୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଧ୍ଵଂସ କରିଛି ୟୁକ୍ରେନ

ବ୍ୟାକଫୁଟ୍‌ରେ ୟୁକ୍ରେନ : ୮ଶହ ଋଷ ସେନା ସହ ୭ ଫାଇଟର୍‌ ଜେଟ୍‌ ଓ ୬ ହେଲିକପ୍ଟର ଧ୍ଵଂସ କରିଛି ୟୁକ୍ରେନ

ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି । ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ଏକାକି ଲଢୁଛି ୟୁକ୍ରେନ୍‌ ।