Loading...

ରୁଷ୍‌ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୩,୦୦୦ ୟୁକ୍ରେନୀୟ ସୈନିକ

ରୁଷ୍‌ ଆକ୍ରମଣରେ ପ୍ରାଣ ହରାଇଛନ୍ତି ୩,୦୦୦ ୟୁକ୍ରେନୀୟ ସୈନିକ

ରୁଷ୍‌ ସଙ୍ଗେ ଯୁଦ୍ଧ କରି ୩୦୦୦ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍‌ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।

ବୁଚାରେ ରୁଷର ଗଣସଂହାରକୁ ନିନ୍ଦା କଲେ ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା

ବୁଚାରେ ରୁଷର ଗଣସଂହାରକୁ ନିନ୍ଦା କଲେ ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା

ୟୁକ୍ରେନର ବୁଚା ସହରରେ ରୁଷର ଗଣସଂହାରକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପାଉଥିବା ବେଳେ ବୁଚା ସହରକୁ ଗସ୍ତ କରିଛନ୍ତି ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଡେରଲିୟନ ।

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଋଷକୁ ଚେତାବନୀ ଦେଲା ICJ

ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା।

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଋଷଠାରୁ ତୈଳ ନକିଣିବାକୁ ଭାରତକୁ ପରାମର୍ଶ ଦେଲା ଆମେରିକା

ଭାରତ ରିହାତି ଦରରେ ରୁଷୀୟ ତୈଳ ଖରିଦ କରିବା ଆମେରିକୀୟ କଟକଣାର ଉଲ୍ଲଂଘନ ନୁହେଁ , କିନ୍ତୁ ଏଭଳି ପଦକ୍ଷେପ ବିଶ୍ବର ବୃହତ୍ତମ ଗଣତନ୍ତ୍ରକୁ (ଭାରତ) ଇତିହାସର ଭୁଲ୍‌ ଭାବେ ଉପସ୍ଥାପନ କରିବ ବୋଲି ମଙ୍ଗଳବାର ଦିନ ଆମେରିକା କହିଛି।

୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବାକୁ ଋଷ ପାଖରେ ମାତ୍ର ୧୦ ଦିନର ଅସ୍ତ୍ରଶସ୍ତ୍ର ଅଛି

୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଯୁଦ୍ଧ ଲଢ଼ିବାକୁ ଋଷ ପାଖରେ ମାତ୍ର ୧୦ ଦିନର ଅସ୍ତ୍ରଶସ୍ତ୍ର ଅଛି

ଆଉ ମାତ୍ର ୧୦ ଦିନ ପାଇଁ ହିଁ ଯୁଦ୍ଧ କରିପାରିବ ଋଷ | କାରଣ ଧୀରେ ଧୀରେ ସରିବାକୁ ବସିଲାଣି ଋଷର ଅସ୍ତ୍ରଶସ୍ତ୍ର ଭଣ୍ଡାର | ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

ହସ୍ପିଟାଲ ଯାଇ ଆହତ ସୈନ୍ୟଙ୍କୁ ଭେଟିଲେ ରାଷ୍ଟ୍ରପତି ଜେଲେନସ୍କି

ହସ୍ପିଟାଲ ଯାଇ ଆହତ ସୈନ୍ୟଙ୍କୁ ଭେଟିଲେ ରାଷ୍ଟ୍ରପତି ଜେଲେନସ୍କି

ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ୧୯ ଦିନରେ ପହଂଚିଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ୟେକ୍ରେନର ରାଜଧାନୀ କିଭ୍ ସମେତ ବିଭିନ୍ନ ସହରରେ ଋଷ ପକ୍ଷରୁ ଆକ୍ରମଣ କରାଯାଉଛି ।

ଋଷିୟ ସେନାରେ ବାଧ୍ୟତାମୂଳକ ଭର୍ତ୍ତି କରୁଛନ୍ତି ପୁଟିନ

ଋଷିୟ ସେନାରେ ବାଧ୍ୟତାମୂଳକ ଭର୍ତ୍ତି କରୁଛନ୍ତି ପୁଟିନ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ ଦିନରେ ପହଞ୍ଚିଛି। ୟୁକ୍ରେନ ସେନା ବି ରୁଷ ଆକ୍ରମଣର ଦୃଢ଼ ଜବାବ ଦେଉଛନ୍ତି। ତେବେ ଏହା ଭିତରେ ରୁଷର ପାଖାପାଖି ଅଢ଼େଇ ଲକ୍ଷ ସୈନ୍ୟ ଲଢ଼ି ଲଢ଼ି ଥକି ପଡ଼ିଛନ୍ତି ଏବଂ ସେମାନଙ୍କ ଆକ୍ରମଣ ଗତି ଧିମା ହୋଇ ଯାଇଛି।

ୟୁକ୍ରେନର ମାରିଆପୁଲରେ ଗଣକବର ଦେଉଛନ୍ତି ୟୁକ୍ରେନବାସୀ

ୟୁକ୍ରେନର ମାରିଆପୁଲରେ ଗଣକବର ଦେଉଛନ୍ତି ୟୁକ୍ରେନବାସୀ

ଦୀର୍ଘ ୧୬ ଦିନ ଧରି ଋଷର ଲଗାତାର ଆକ୍ରମଣ ଫଳରେ ୟୁକ୍ରେନର ଅନେକ ବଡ ବଡ ସହର ଧ୍ୱଂସ ପାଇଛି । ଆକ୍ରମଣରେ ୟୁକ୍ରେନ ସୈନିକଙ୍କ ସହିତ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ଯୁଦ୍ଧ ସଙ୍କଟ ମଧ୍ୟରେ ସମସ୍ତଙ୍କୁ ଅଲଗା ଅଲଗା ସ୍ଥାନରେ କବର ଦେବା ମଧ୍ୟ ସମ୍ଭବ ହେଉନାହିଁ ।